ବରୁଣ ସିଂ ପଞ୍ଚାୟତରେ ବ୍ଳକ୍ ସ୍ତରୀୟ ସ୍ୱାସ୍ଥ୍ୟମେଳା

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ବରୁଣ ସିଂ ପଞ୍ଚାୟତର ନୀଳଗିରି ରୋଡ଼ ଉଚ୍ଚ ଵିଦ୍ୟାପୀଠ ରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଛି।ଏଥିରେ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଜିଲ୍ଲାପରିଷଦ ପ୍ରମୁଖ ଉପସ୍ଥିତ ରହିଥିଲେ।

ବହୁ ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes