ନୂତନ ଅଲୋକୀକରଣ ନେଇ ଶୁଭ ଦେଲେ ପୌରଧ୍ୟକ୍ଷା

ଆଜି ବାଲେଶ୍ଵର ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓଟି ରୋଡ଼ ଠାରୁ ଭାସ୍କରଗଞ୍ଜ ପର୍ଯ୍ୟନ୍ତ ନୂତନ ଆଲୋକିକରଣ ନେଇ ଶୁଭ ଦେଇଛନ୍ତି।

ଏହି ଅବସରରେ ସ୍ଥାନୀୟ କାଉନସିଲର୍ ଓ ନଗର ବିଜେପି ସଭାପତି ମଧ୍ୟ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes