ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା

ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏହା ସହିତ ବରଗଡର ପାରକିଙ୍ଗ ଓ ଅସହାୟ ଲୋକଙ୍କ ସେବା ଯୋଗାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟର ମହାମାରୀ ସମୟରେ ବିଭିନ୍ନ ସେବା ମୂଲକ କାଯ୍ୟକ୍ରମ ବିଷୟରେ ଏସପି ଙ୍କୁ ଜଣାଇଥିଲ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes