ମେଡ଼ିକାଲ କଲେଜରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ଅନୁଷ୍ଠିତ

ବାଲେଶ୍ଵରର ଫକୀରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଆଜି ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ବାଲେଶ୍ଵର ସାଂସଦ,ଜିଲ୍ଲାପାଳ,ବିଧାୟକ, ସିଡ଼ିଏମ୍ଓ ,ଏଡିଏମ୍ଓ ଙ୍କ ସମେତ ହସ୍ପିଟାଲ୍ ର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes