ବନ୍ୟା, ବାତ୍ୟା ଓ ଦୁର୍ବିପାକ ମୁକାବିଲାରୁ ବର୍ତ୍ତିବା ନେଇ ପ୍ରସ୍ତୁତି ବୈଠକ

ଓଡ଼ିଶା ସରକାରଙ୍କ ଡିଜାଷ୍ଟର ମେନେଜମେଣ୍ଟ ବିଭାଗ ତରଫରୁ ଆଜି ଦିନ ୧୧ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଠାରେ ବନ୍ୟା, ବାତ୍ୟା ଓ ଦୁର୍ବିପାକ ମୁକାବିଲା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ସ୍ପୋର୍ଟସ କ୍ଲବ ଓ ବିନିକା ଏନଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ଭକ୍ତଚରଣ ତାଣ୍ଡିଆ,ଅଧ୍ୟକ୍ଷା ରେଖା ପ୍ରଧାନ, ଉପ ନଗରପାଲ ତପସ୍ୱିନୀ ମେହେରଙ୍କ ସମେତ ଏନଏସି ଷ୍ଟାଫ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes