ରାସ୍ତା ନିର୍ମାଣରେ କାରଖାନା ବର୍ଜ୍ୟବସ୍ତୁ ବ୍ୟବହାର ନେଇ ଅସନ୍ତୋଷ

ସଦର ବ୍ଲକ ମୁରୁସୂଆଁ ଗ୍ରାମକୁ ନିର୍ମାଣ ହେଇଥିବା ରାସ୍ତାରେ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।

ଏକାଜରାସ୍ତରେ କଳା ଗୁଣ୍ଡ ବ୍ୟବହାର କରାଯାଉଥିବାରୁ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଥି ପ୍ରତି କାମ ତଦାରଖ କରିଥିବା ସଂସ୍ଥା ତାଗିଦ୍ କରୁନଥିବାରୁ କାମର ମନକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଣୁ ଏ ନେଇ ପଦକ୍ଷେପ ନେବାକୁ ଜାମୁଡ଼ିହା, ମୁରୁସୁଆଁ ଗ୍ରାମବାସୀ ଦାବି କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes