ବଦଳି ହୋଇଥିବା ୧୪ଜଣ ପିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୧୪ଜଣ ପିଇଓଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଆଜି ବ୍ଳକ କାର୍ଯ୍ୟଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ବ୍ଳକ ଅଧ୍ୟକ୍ଷ, ବିଡ଼ିଓ, ପୂର୍ବତନ ବିଡ଼ିଓ, ସରପଞ୍ଚ ସଂଘ ସଭାପତିଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes