ଭବାନୀପାଟଣାରେ ବିଶ୍ଵ ଯୁବ ଦକ୍ଷତା ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଠାରେ ଆଜି ବିଶ୍ୱ ଯୁବ ଦକ୍ଷତା ଶିବିର ଅନୁଷ୍ଠିତ ହୋଇଯାଇଛି l

ଏଥିରେ ସରକାରୀ ଇଞ୍ଜିିୟନିୟର ଏ.କେ.ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଦକ୍ଷତା ଶିବିରର ମହତ ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes