ବଡ଼ପାଳ ପଞ୍ଚାୟତର ୨ଟି ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ

ଆଜି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକର ବଡ଼ପାଳ ପଞ୍ଚାୟତ ଅନ୍ତର୍ଗତ ବିଏସୟୁ ବିଦ୍ୟାପୀଠ ଓ ଶ୍ରୀଧର ସ୍ୱାମୀ ନୋଡାଲ ଉପ୍ରା ବିଦ୍ୟାଳୟର 5T ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ସରପଞ୍ଚ।

ଏହା ସହ ଶୀଘ୍ର କାର୍ଯ୍ୟ ଶେଷ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes