ଗୁଡୁପାହିରେ ୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ବାଲେଶ୍ଵର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଆଜି ଗୁଡ଼ୁପାହି ଠାରେ ରାସ୍ତାର ଉନ୍ନତି କରଣ ଓ ଶାଳପଡା ଗ୍ରାମ ନିକଟରେ ପାଦଚଲା ପୋଲର ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes