ବଡ଼ଖମାର ଗ୍ରାମରେ ନବାନ୍ନ ପାରାୟଣ ସମ୍ପନ୍ନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ବଡ଼ଖମାର ଠାରେ ଚାଲିଥିବା ନବାନ୍ନ ପାରାୟଣ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ନବମ ବର୍ଷରେ ପଦାର୍ପଣ କରିଥିବା ଏହି କାର୍ଯ୍ୟକ୍ରମରେ ପାରାୟଣ ଗାୟିକା ସୁଭାଷିନୀ ମିଶ୍ର ଯୋଗଦେଇ ରାମାୟଣ ଗାନ କରିଥିବାବେଳେ ଲମ୍ବୋଦର ନାଏକ ପୂଜକ ତଥା ଦିଲ୍ଲୀପ ପଣ୍ଡା ଓ ପଦ୍ମିନୀ ପଣ୍ଡା କର୍ତ୍ତା ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes