‘ମାଲେଶ୍ରୀ’ ଲୋକମହୋତ୍ସବ ମାର୍ଚ୍ଚକୁ ଘୁଞ୍ଚିଲା

ରବିବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ବୀରମହାରାଜପୁର ଲୋକମହୋତ୍ସବ ‘ମାଲେଶ୍ରୀ’ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ମାର୍ଚ୍ଚ ୨୫ରୁ ୨୭ ତାରିଖ ଯାଏ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି । ପୂର୍ବ ବୈଠକରେ ଏହା ଫେବୃଆରୀ ୧୦ରୁ ୧୨ ତାରିଖ ଯାଏ ହେବାକୁ ସ୍ଥିର ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes