ବଡଖମାରରେ ଗାଁ କଲ୍ୟାଣ ସମିତିର ଜରୁରୀ ବୈଠକ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଗ୍ରାମର ଠାରେ ଆଜି ଗାଁ କଲ୍ୟାଣ ସମିତିର ମଞ୍ଜୁତା ତରିଆଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସରଭୀ ଭରାସାଗର ସଭାପତିତ୍ବରେ କରିଥିବା ବେଳେ, ଆଶା କର୍ମୀ, ୱାର୍ଡ ମେମ୍ବର, ସ୍ଵୟଂସହାୟକ ଗୋଷ୍ଠୀ, ଗ୍ରାମର ସ୍ବେଛାସେବୀ କର୍ମୀ ଉପସ୍ଥିତ ରହି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes