ଭୋଗରାଇ କଂଗ୍ରେସ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଅଗ୍ନିପଥ ନାଁରେ ନିଯୁକ୍ତି ଧକ୍କା ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ମୁଖ୍ୟ ଡାକ ଅଫିସ ସମ୍ମାନରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିଛି ଭୋଗରାଇ କଂଗ୍ରେସ ଦଳ।

ଏହି ସତ୍ୟାଗ୍ରହରେ ଆଶିଷ ପାତ୍ର, ମମତା ସାହୁ, କେଶବ ମିଶ୍ର, ଜୟଦେବ ଦାସ ,ରତନ ବାଗ ,ଗୋପବନ୍ଧୁ ମହାପାତ୍ର ପ୍ରମୁଖ କଂଗ୍ରସ କର୍ମୀ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes