ବଜ୍ରପାତରେ ଜଣେ ମୃତ

ବାଲେଶ୍ୱର ଜିଲ୍ଲା ବାଲିଆପାଳର ଡଗରା ଛକରେ ଆଜି ସନ୍ଧ୍ୟାରେ ବଜ୍ରପାତରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି l କାଳବୈଶାଖୀ ବର୍ଷା ଛାଡ଼ିବା ପରେ ବ୍ୟକ୍ତି ଜଣଙ୍କ ଯାଉଥିବା ବେଳେ ଅଚାନକ ବର୍ଷା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes