ବଜ୍ରକାପ୍ତା କାତି ଚୋରା ଚାଲାଣକାରୀଙ୍କୁ ଧରିଲା ଏସଟିଏଫ

ଗଞ୍ଜାମ ଜିଲ୍ଲା ରାମଗୁଡା ଗାଁରୁ ନାକମୁଣ୍ଡିଆ ରାସ୍ତା କଡରେ ଡିଲ ବେଳେ ୬ କେଜି ୯୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ।

ଏସଟିଏଫ ଚୋରା ଚାଲାଣକାରୀ ପ୍ରଫୁଲ ମଲିକକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes