ମାକୁ କୁରାଢ଼ୀରେ ହାଣି ହତ୍ୟା କଲା ନିଶାସକ୍ତ ପୁଅ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚକୁଳିଆ ଢେଙ୍କ ସାହିରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ ପୁଅ ଲୋସ ହେମ୍ବ୍ରମ ମା’ ଗୁରୁବାରି ହେମ୍ବ୍ରମକୁ ହତ୍ୟା କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସ ପଚରାଉଚରା କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes