ପ୍ରେମ ପାଇଁ ମାଡ଼ ମାରି ୫ ଗରଫ

ଭୁବନେଶ୍ଵରରେ ବିଚ୍ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼ ଭିଡିଓ ଭାଇରାଲ୍ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ତ୍ରିକୋଣୀୟ ପ୍ରେମରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରେମିକ ଓ ୪ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes