୨୪ ଲକ୍ଷର ବ୍ରାଉନସୁଗର ଜବତ

ବାଲେଶ୍ଵର ଜିଲ୍ଲା ନୀଳଗିରିbସନ୍ତରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମ ବ୍ରାଉନସୁଗର ଜବତ ସହ ଜଣେ ବେପାରୀକୁ ଗିରଫ କରିଛି ପୁଲିସ।

ଜବତ ବ୍ରାଉନସୁଗର ମୂଲ୍ୟ ୨୪ ଲକ୍ଷରୁ ଅଧିକ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes