ପ୍ରସୂତି ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବାଲେଶ୍ୱର ଜିଲ୍ଲା ମେଡିକାଲରେ ପ୍ରସବ ପରେ ପ୍ରସୂତିଙ୍କ ମୃତ୍ୟୁ ନେଇ ପରିବାର ଲୋକ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ।

ଏ ନେଇ ପରିବାର ଲୋକ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ସିଡିଏମ୍ଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ତୁରନ୍ତ ରିପୋର୍ଟ କରିବାକୁ ଜିଲ୍ଲାପାଳ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes