ଛତିଶଗଡ଼ର ବଦମାସୀ ଯୋଗୁଁ ଓଡ଼ିଶାକୁ ମହାନଦୀର ଜଳପ୍ରବାହ କମୁଛି: ବିଭାଗୀୟ ମନ୍ତ୍ରୀ

ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଏପରି ଉତ୍ତର ଦେଇଛନ୍ତି ।

୯୧-୯୨ରୁ ୪-୫ ଯାଏଁ ହୀରାକୁଦଠାରେ ଜଳପ୍ରବାହ ୧.୯୨ ନିୟୁତ ଏକର ଫୁଟ ଥିଲା । ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ପ୍ରବାହ ୧.୨୫୨ ନିୟୁତ ଏକର ଫୁଟକୁ କମିଥିଲା । ୨୦୧୬-୧୭ରୁ ୨୧-୨୨ ପର୍ଯ୍ୟନ୍ତ ଜଳପ୍ରବାହ ୧.୧୮୭ ନିୟୁତ ଏକର ଫୁଟକୁ କମିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes