ପ୍ରବଳ ବର୍ଷା ସମ୍ଭାବନା, ପନିପରିବାକୁ ସୁରକ୍ଷିତ ରଖିବାକୁ ପରାମର୍ଶ

ଗୋଟିଏ ପରେ ଗୋଟିଏ ଦୁଇଟି ଲଘୁଚାପର ସମ୍ଭାବନା ଥିବାରୁ ରାଜ୍ୟର କେତେକ ଜିଲ୍ଲାରେ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି l
ଚାଷୀ ମାନେ ତୁରନ୍ତ ପନିପରିବା ଅମଳ କରିନେବାକୁ ଏବଂ ଆବଶ୍ୟକ ସ୍ଥଳେ ପଲିଥିନ ଘୋଡାଇବାକୁ ପରାମର୍ଶ ଦିଆଯାଇଛି l
ସେହିପରି ଆଗାମୀ ପାଞ୍ଚ ଦିନ ମଧ୍ୟରେ ଖରିଫ ଧାନ ବେଉଷଣ ଓ ରୁଆ କାର୍ଯ୍ୟ ସମାପ୍ତ କରିବାକୁ ସୂଚନା ଜାରି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes