କାରାଗାରରେ ଥିବା ଅଭିଭାବକମାନଙ୍କ ଶିଶୁଙ୍କ ଚିହ୍ନଟକରଣ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆଜି ବୀରମହାରାଜପୁର ଉପକାରାଗାରରେ ଥିବା ଅଭିଭାବକମାନଙ୍କ ଶିଶୁଙ୍କ ଚିହ୍ନଟକରଣ ଓ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ନୂତନ ଭାବେ ଆରମ୍ଭ କରାଯାଇଥିବା କାରାଗାର ଶିଶୁ ମଙ୍ଗଳ ଯୋଜନା ଅନ୍ତର୍ଗତ ଶିଶୁ ଚିହ୍ନଟ ଓ ପରାମର୍ଶ କର୍ମଶାଳାରେ ଜେଲ ପରିଦର୍ଶନ କମିଟି ସଭ୍ୟ ନୀଳାମ୍ବର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ମଙ୍ଗଳ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes