ପ୍ରଥମ ଥର ମନ୍ତ୍ରୀ ହେଲେ ବିଧାୟକ ଅଶ୍ୱିନୀ ପାତ୍ର June 5, 2022 by Odisha ଚାରିଥର ଜଳେଶ୍ୱରରୁ ବିଧାୟକ ହୋଇଥିବା ଅଶ୍ୱିନୀ ପାତ୍ର ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି l