ପ୍ରଥମ ଥର ମନ୍ତ୍ରୀ ହେଲେ ବିଧାୟକ ପ୍ରୀତିରଞ୍ଜନ ଘଡେଇ

ତିନିଥର ବିଧାୟକ ହୋଇଥିବା ପ୍ରୀତିରଞ୍ଜନ ଘଡେଇ ପ୍ରଥମ ଥର ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l ସେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁତ୍ର ଏବଂ ଏବେ ସୁକିନ୍ଦାରୁ ବିଧାୟକ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes