ପୌରାଧ୍ଯକ୍ଷା ଓ ଜିଲ୍ଲାପାଳଙ୍କ ଜଳାଶୟ ପରିଦର୍ଶନ

ବଲାଙ୍ଗିର ସହରରେ ପୋତି ହୋଇ ରହିଥିବା ଦୁଇଟି ପୁରୁଣା ଜଳାଶୟ ଯଥା କରଙ୍ଗାକଟା ଓ ରାଣୀବନ୍ଧର ପୁନରୁଦ୍ଧାର ସକାଶେ ଜିଲ୍ଲାପାଳ ଚଞ୍ଚଳ ରଣା ଓ ପୌରାଧ୍ୟକ୍ଷା ଆଜି ବନ୍ଧ ପରିଦର୍ଶନ କରିଛନ୍ତି।

ଯଥାଶୀଘ୍ର ଏହାର ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ ହେବ ବୋଲି ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes