ସ୍ନାନଯାତ୍ରା ନେଇ ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ

କୋଭିଡ, ଡେଙ୍ଗୁ, ଅଂଶୁଘାତ ନିୟମ ପାଳନ ପାଇଁ ପରାମର୍ଶ ଦେବା ସହ
ଥଣ୍ଡାକାଶ ହେଉଥିଲେ ଗହଳିକୁ ନଯିବାକୁ, ଅଧିକ ଖରାରେ ଗହଳିରେ ଛିଡା ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ବାହାରେ ରାତ୍ରୀଯାପନ କରୁଥିଲେ ମଶାରୀ ଲଗାଇବାକୁ ବିଭାଗ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes