ପୋଖରୀରେ ଫସି ରହିଥିବା ଗଜରାଜ ଉଦ୍ଧାର (ଅପଡେଟ)

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡା ପୋଖରୀରେ ଫସି ରହିଥିବା ଦନ୍ତାଟିକୁ ଉଦ୍ଧାର କରାଯାଇଛି।

ହାତୀଟି ପୋଖରୀରୁ ବାହାରି ଜଙ୍ଗଲକୁ ଦୌଡ଼ି ପଳାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes