ଆଜି ଠାରୁ ଆରମ୍ଭ ହେଲା ମା’ କାଳୀଙ୍କ ପୂଜା

ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ସୁକୁଡା ଗ୍ରାମରେ ଆଜି ଠାରୁ ମା’ କାଳୀଙ୍କ କଳସ ଯାତ୍ରା ସହ ପୂଜା ଆରାଧନା ଆରମ୍ଭ ହୋଇଛି।

ଏହି ପୂଜା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes