ପୋଖରୀରୁ ଉଦ୍ଧାର ହେଲା ବିବାହିତା ମହିଳାଙ୍କ ମୃତଦେହ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ଗ୍ରାମମହାନ୍ତ ସାହି ପୋଖରୀରୁ ଶନିବାର ଜଣେ ୫୦ ବର୍ଷୀୟ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

ମୃତ ମହିଳା ଜଣକ ହେଉଛନ୍ତି ସପା ମୁଣ୍ଡାଙ୍କ ସ୍ତ୍ରୀ ଜିଙ୍ଗି ମୁଣ୍ଡା। ସୂଚନା ଅନୁଯାୟୀ ଜଙ୍ଗି ଶୁକ୍ରବାର ଅପରାହ୍ନରେ ବାଉଁଶୁଳି ମହାନ୍ତ ସାହି ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଏ ଏସ ଆଇ ନରେଶ ଓରାମ ପହଁଚି ତଦନ୍ତ ଜାରି ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes