ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି

ଆଜି ଅପରାହ୍ନ ପ୍ରାୟ ୫ଘଣ୍ଟା ସମୟରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି ।

ଫଳରେ ରାସ୍ତା ଘାଟ ଶୂନଶାନ ହୋଇପଡିଛି । ବର୍ଷା ଯୋଗୁଁ ରାସ୍ତା ମାନଙ୍କରେ ପାଣିର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes