ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କଲେ ୫ ଯୁବକ

ବାଲେଶ୍ଵର ଜିଲ୍ଲା ସୋର ଦହିସଡ଼ା ନିକଟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ବଚସାରୁ ୫ ଯୁବକ ପମ୍ପ ପରିସର ଭଙ୍ଗାରୁଜା କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସିସିଟିଭିରେ ଉନ୍ମତ୍ତ ଯୁବକଙ୍କ କାରନାମା ରେକର୍ଡ ହୋଇଛି। ପୁଲିସ ଘଟଣାର ଅନୁଧ୍ୟାନ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes