ଗାଁ ଭିତରେ ପଶିଲା ଚିଲିକାର ଜୁଆର ପାଣି

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅରଖକୁଦା ହରଚଣ୍ଡୀ ସାହିରେ ଗାଁ ଭିତରେ ଚିଲିକାର ଜୁଆର ପାଣି ପଶିଛି।

ପାଣି ପଶିବାରୁ ପ୍ରାୟ ୫୦ ପରିବାର ହନ୍ତସନ୍ତ ହେଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes