ପୂର୍ବତନ ବିଧାୟକ ଗୋପ ନାରାୟଣ ଦାଶଙ୍କ ପରଲୋକ

ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାଶଙ୍କର 75 ବର୍ଷ ବୟସରେ ଆଜି ହୃଦଘାତରେ ପରଲୋକ ହୋଇଯାଇଛି l 1985 ରୁ 1990 ମସିହା ପର୍ଯ୍ୟନ୍ତ ସେ ବିଧାୟକ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes