ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଅନଶନ

ସ୍କୁଲରେ ଶିକ୍ଷକ ପଦବୀ ପୂରଣ ଦାବୀରେ ଆଜି ବିରମାଲ ଶେବାଶ୍ରମ ସ୍କୁଲ ର ଛାତ୍ରଛାତ୍ରୀମାନେ ଅନଶନରେ ବସିଛନ୍ତି।

ଦାବୀ ପୂରଣ ନ ହେଲେ ଅନଶନ ଜାରି ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes