ପୁରୁଷ ହକି ବିଶ୍ଵକପ -2023ର କ୍ରୀଡାସୂଚୀ ପ୍ରକାଶ

ଆସନ୍ତା ଜାନୁଆରୀ 13 ତାରିଖରୁ ଆରମ୍ଭ ହେଉଥିବା 2023 ପୁରୁଷ ହକି ବିଶ୍ଵକପର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି l ଟୁର୍ଣ୍ଣାମେଣ୍ଟରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିଅମରେ 20 ଟି ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ 24 ଟି ମ୍ୟାଚ ଅନୁଷ୍ଠିତ ହେବ l
ଭୁବନେଶ୍ୱରରେ ଉଦ୍ଘାଟନୀ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଏବଂ ଭାରତ ତାର ପ୍ରଥମ ମ୍ୟାଚ ରାଉରକେଲାରେ ସ୍ପେନ ସହ ଖେଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes