କେନ୍ଦୁଝର ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ଲକ୍ଷ୍ମୀ ନାୟକ

ସ୍ଵତନ୍ତ୍ର ବିକାଶ ପରିଷଦ ର ଅଧ୍ୟକ୍ଷା ଭାବେ ରାଜ୍ୟ ସରକାର କେନ୍ଦୁଝର ଜିଲା ପାଇଁ ବସନ୍ତପୁର ର ପୂର୍ବତନ ସରପଂଚ ଲକ୍ଷ୍ମୀ ନାୟକ ନିଯୁକ୍ତି ପାଇଛନ୍ତି। ସେ ଦୁଇ ବର୍ଷ ପାଇଁ ଏହି ପଦବୀ ରେ ରହିବେ ବୋଲି ସୂଚନା ମିଳିଛି। ଉପାଧ୍ୟକ୍ଷ ଭାବେ ହରିଚନ୍ଦନପୁର ବ୍ଲକ ବାଲିପର୍ବତ ର ନାରାୟଣ ପୂର୍ତ୍ତି ଙ୍କ ନାମ ଘୋଷଣା ହୋଇଛି।

ଏହି ପଦ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବାରୁ କାମ କାର୍ଯ୍ୟ ବ୍ୟାହତ ହୋଇଥିଲା। ବିଶେଷ ପାରମ୍ପାରିକ ପୂଜା ସ୍ଥଳୀ, ହାତ ଆଦି ଗୁଡ଼ିକ ର ବିକାଶ, ପୁରୁଣା କଳା କୃତି ର ବିକାଶ ଆଦି କାମ ଏହି ପରିଷଦ ଦ୍ବାରା ସମ୍ପନ୍ନ ହୋଇଥାଏ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes