ପୁରୀ ଅପରେସନରେ ସାମିଲ ଅଗ୍ନିଶମ କର୍ମଚାରୀ ପାଇବେ ପୁରସ୍କାର

ପୁରୀ ଅପରେସନରେ ସାମିଲ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ମିଳିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ।

ଅପରେସନ ବେଳେ ଆହତ ୨ ଜଣ କର୍ମଚାରୀ ଓ ନେତୃତ୍ୱ ନେଇଥିବା ୩ ଜଣ ଅଫିସରଙ୍କୁ ଡିଜି ଡିସ୍କ ଦିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes