କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ମହାନ୍ତସାହିରେ କାକା ପୁତୁରାକୁ ଏକ କେନ୍ଦୁବାଡିରେ ପିଡି ହତ୍ୟା କରିଛନ୍ତି।
ମୃତକ ଜଣଙ୍କ ହେଲେ ପ୍ରହଲ୍ଲାଦ ନାଏକ ଙ୍କ ପୁଅ ବାଦୁଲା ନାଏକ(୩୮)।ହତ୍ୟାକାରୀ କାକା ହେଲେ ଶତ୍ରୁଘ୍ନ ନାଏକ(୪୫)। ପୁଲିସ ଅଭିଯୁକ୍ତ କକାକୁ ଗିରଫ କରି ତଦନ୍ତ କରୁଛି।
Credible Local News of Odisha