ସ୍ତ୍ରୀ ନିଖୋଜ ନେଇ ଥାନାରେ ଅଭିଯୋଗ

ସଦର ବ୍ଲକ ମଇଦାନ କେଲ ଗ୍ରାମର ନୁନ୍ଦୁ ମୁଣ୍ତା(୩୩)ଙ୍କ ଦିତ୍ବୀୟ ବିବାହିତ ସ୍ତ୍ରୀ ଲିଜା ନାଏକ(୨୭)୧୭ତାରିଖ ଠାରୁ ନିଖୋଜ ହୋଇଯାଇଥିବା ନେଇ ନୁନ୍ଦୁ ସଦର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟଯେ,ନୁନ୍ଦୁ ଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରିବା ପରେ ଲିଜା ଙ୍କୁ ୩ବର୍ଷ ତଳେ ବିବାହ କରିଥିଲେ।ହଠାତ୍ ଲିଜା ନିଖୋଜ ହୋଇ ଯାଇଥିବା ବେଳେ ତାଙ୍କୁ ବହୁଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୈାଣସି ସନ୍ଧାନ ମିଳିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes