ପୁଣି ଥରେ ସ୍ଵୟଂଶିବଙ୍କ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ମୁଦ୍ରାଗୁଡ଼ା ପଞ୍ଚାୟତ ଚିରଗୁଡ଼ା ଗ୍ରାମର ସମୀର ଓ ସାଗରିକାଙ୍କ ୪ବର୍ଷ ୧୦ମାସର ପୁଅ ସ୍ଵୟଂଶିବ ଯୋଶୀ ଦ୍ଵିତୀୟ ଥର ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଫଳରେ ତାଙ୍କର ଏଭଲି କୃତିତ୍ୱକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ ବି ସ୍ୱୟଂଶିବ ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes