ମଧ୍ୟାହ୍ନ ଭୋଜନ ଯୋଗାଣ ପରଖିଲେ ସରପଞ୍ଚ

ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାରଡ଼ା ପଞ୍ଚାୟତ ଖାରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଶ୍ରୀ ଅଖିଳ ପାତ୍ର ପରିଦର୍ଶନ କରି ୟୁନିଫର୍ମ ବଣ୍ଟନ କରିଛନ୍ତି।

ଏହା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ଓ ମାନ ପରଖିଥିଲେ। ନିର୍ବାଚିତ ହେବା ପରେ ଏହା ତାଙ୍କ ପ୍ରଥମ ବିଦ୍ୟାଳୟ ପରିଦର୍ଶନ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes