ପୀଡିତାଙ୍କୁ ଥାନାରେ ଭଲ ବ୍ୟବହାର କରିବାକୁ ଡିଜିପିଙ୍କ ପରାମର୍ଶ

ଥାନାରେ ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବା ସହ ପୀଡିତା ମାନଙ୍କୁ ଭଲ ବ୍ୟବହାର କରିବାକୁ ଏକ କର୍ମଶାଳାରେ ପୁଲିସ ଅଧିକାରୀ ମାନଙ୍କୁ ଆଜି ଏକ କର୍ମଶାଳାରେ ଡିଜିପି ସୁନୀଲ ବଂଶଲ ପରାମର୍ଶ ଦେଇଛନ୍ତି l
ପୀଡିତା ମାନଙ୍କୁ ଅଯଥାରେ ଏଣୁତେଣୁ ପ୍ରଶ୍ନ ନ ପଚାରିବାକୁ ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes