ସ୍ଥାନୀୟ ନିଯୁକ୍ତି ଦାବିରେ ସମ୍ବଲପୁରରେ ବିକ୍ଷୋଭ

ବିଭିନ୍ନ ଶିଳ୍ପରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଆଜି ୟୁଥ ଫର ଆକ୍ସନ ସଂଗଠନ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି l ତେବେ ଏହି ସମୟରେ ସେମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes