ପିଲାଙ୍କୁ ମୋବାଇଲ କୁପ୍ରଭାବରୁ ରକ୍ଷା ପାଇଁ ଆସିବ ଗାଇଡ୍‌ଲାଇନ୍‌

ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛି।

୨୧ରେ ଅଭିଭାବକ-ଶିକ୍ଷକ ମିଟିଂରେ ଗାଇଡ୍‌ଲାଇନ୍‌ ଦିଆଯିବା ସହ ସଚେତନ କରାଯିବ କହିଲା ଓସେପା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes