ନାବାର୍ଡ ସହାୟତାରେ ବଲାଙ୍ଗିର ଜିଲ୍ଲାରେ ମୋ-ପେଡ-ମୋ-ଅଧିକାର” ପ୍ରକଳ୍ପର ନାବାର୍ଡ ସହାୟତାରେ ନାବ ଫାଉଣ୍ଡେସନ ମୁମ୍ବାଇର ତତ୍ତ୍ଵାବଧାନରେ ତୁଷୁରା ଓ ସଇନ୍ତଲା ବ୍ଲକ, ବୁଢାବାହାଲ ପଞ୍ଚାୟତ ଅନ୍ତର୍ଗତ ରେମଣ୍ଡା ଗ୍ରାମରେ ଆରମ୍ଭ ହୋଇଛି।
ସ୍ବୟଂ ସହାୟକ ଦଳର ମହିଳାଙ୍କୁ କାମରେ ନିୟୋଜିତ କରି, ଆର୍ଥିକ ସ୍ଥିତି ମଜଭୁତ କରିବା ସହିତ ମହିଳାଙ୍କ ମାସିକ ଋତୁସ୍ରାବ ଜନିତ ସ୍ବାସ୍ଥ୍ୟ କୁ ଗୁରୁତ୍ବ ଦେଇ ବିଭିନ୍ନ ରୋଗରୁ ରକ୍ଷା କରିବା ବୋଲି ସ୍ବେଚ୍ଛାସେବୀ ସଂଗଠନ ରିହାଈର, ନିର୍ଦ୍ଦେଶକ ରୁନୁ ଗୋପାଳ ସାହୁ ସୂଚନା ଦେଇଛନ୍ତି।