ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରମ୍ଭା ଥାନା ଏନ୍ଏଚ୍ ୧୬ ରାସ୍ତା ହୁମା ନିକଟରେ ଏହି ଦୁର୍ଘଟଣା ଘଟିଛି।
ପିକ୍ଅପ୍ରେ ପରିବାର ଲୋକେ ବନ୍ଧୁବାନ୍ଧବଙ୍କ ସହ ଝିଅର ଶ୍ୱଶୁର ଘରକୁ ଜିନିଷ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ମହିଳା, ୩ଶିଶୁ ସମେତ ୮ ଜଣ ଆହତ ହୋଇ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।