ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ତମାଣ୍ଡୋ ଥାନା ଆଇଗଣିଆ ସର୍ଭିସ ରୋଡ୍ ପାର୍ଶ୍ୱରୁ ମୃତଦେହ ଉଦ୍ଧାର ହୋଇଛି।

ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes