ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ମାନଙ୍କୁ ମେ ଓ ଜୁନର ପାରିଶ୍ରମିକ ମିଳିବ

ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ମାନଙ୍କୁ ଚଳିତ ବର୍ଷ ମେ ଓ ଜୁନ ମାସର ପାରିଶ୍ରମିକ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes