ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦର ନୂତନ ସମ୍ପାଦକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଥିବା କ୍ରୀଡା ପରିଷଦର ୨୪ ତମ ସମ୍ପାଦକ ଭାବେ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ଗ୍ରହଣ ପରେ କ୍ରୀଡା ପରିଷଦରେ ପହଞ୍ଚି ଥିଲେ।ସେଠାରେ କୋଚ ରାଜେଶ ମହାନ୍ତି,କ୍ରିଷ୍ଣା ରେଡ଼ି ନୂତନ ସମ୍ପାଦକଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଛନ୍ତି ।ଏହି ଅବସରରେ ପ୍ରଫେସର୍ ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ସୂଚାରୁ ରୂପେ ଦାୟିତ୍ବ ତୁଲାଇବା ସହ ଖେଳ କୁଦ ପ୍ରତି ଗୁରୁତ୍ଵ ଦେବେ ଅନ୍ତଃ ବିଶ୍ଵବିଦ୍ୟାଳୟ ସ୍ତରୀୟ ଖେଳକୁଦ ଏହି ବିଶ୍ଵବିଦ୍ୟାଳୟ ରେ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes